ତୀତସ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର
ତିତସ୍ ହାକ୍ ପେରିତ୍ ପାଉଲାର୍ ଚିଟି
ତିତସ୍ ଚିଟି ବିସୟେ ହଃଦେକ୍
ତିତସ୍ ପୁସ୍ତକ ପାଉଲାର୍ ୪ ଗଟ୍ ଚିଟି ବିତ୍ରେ ଗଟେକ୍ ଜୁୟ୍ରିକି ଗଟ୍ ମଣ୍ଡ୍ଳି ବାଦୁଲେ ଗଟ୍ ଲକାର୍ ନାଉଁ ଟିକ୍ଣା ଲେକୁଲା । ତିନିଗଟ୍ ଚିଟି ବିତ୍ରେ ହଃର୍ତୁ ତିମତି, ହଃଚାର୍ ତିମତି, ପିଲିମନ୍, ପାଉଲ ତିତସ୍କେ ଇ ଚିଟି ଲେକୁଲା, ମଃତର୍ ସେ ହେଁ ସଃବୁ ଲକ୍ ସୁଣ୍ଲା ହର୍ ହଳୁକେ ହେଁ କଃଉଁଲା । ସେ ଗଟ୍ ପେରିତ୍ ଇସାବେ ତାର୍ ଜୟ୍ଗ୍ ବୁଜାୟ୍ ଦେଉଁଲା ଇରି ଅଃମି ଜାଣୁ ହାରୁଲୁ ଗଟ୍ ବିସୟ୍ ତିତସ୍ ଆଗେହୁଣି ଜାଣିଆଚେ ।
ପାଉଲ ଇ ଚିଟି ଜିସୁକ୍ରିସ୍ଟର୍ ଜଃଲମାର୍ ହାକା ହାକି ୬୩-୬୫ ମସିଆ ବଃଳ୍ ଲେକିଆଚେ । ତିତସ୍କେ ଆଇସ୍ଲାଣ୍ଡ୍ ତଃୟ୍ ରିଲା କ୍ରେଟେ ମଣ୍ଡ୍ଳିକେ ଚାଲାଉଁକେ ପାଉଲ କଃଉଁଲା । ପାଉଲ ତିତସ୍କେ ଇ ଚିଟି ଲେକୁଲା ବଃଲେକ୍ ମଣ୍ଡ୍ଳିର୍ ନେତାମଃନ୍କେ ବାଚିକଃରି ସେମଃନ୍କେ ସିକ୍ୟା ଦେଉଁକେ ଅୟ୍ଦ୍ । ସେ ତିମତିକେ ହେଁ ସଃମାନ୍ ସେରିମଃନ୍ କଃରୁକେ କଃଉଁଲା । କଃନ୍କଃରି ଗଟ୍ ମଣ୍ଡ୍ଳିର୍ ନେତା ଜିବନ୍ କାତାର୍ ତାର୍ ଚିଟି ତଃୟ୍ ଜାଣା ଜଃଉଁଲି । ଆଜିର୍ ମଣ୍ଡ୍ଳି ଆର୍ ନେତାମଃନ୍ କଃନ୍କଃରି ନିର୍ମୁଳ୍ ଜିବନ୍ କାଟ୍ତାର୍ ଲଳା ସେରି ସିକ୍ୟା ଦେଉଁଲା ।
ଇ ଚିଟି ବିତ୍ରେ ରିଲା ମୁଳ୍ ବିସୟ୍ମଃନ୍
୧. ପାଉଲ ତିତସ୍କେ ଦଃର୍ମି ନେତା ମଃନ୍କେ ବାଚୁକେ କଃଉଁଲା । ୧:୧-୧୬
୨. ପାଉଲ ତିତସ୍କେ ଲକ୍ମଃନ୍କେ ଦଃର୍ମି ଜିବନ୍ କାଟୁକ୍ ସିକାଉଁକେ କଃଉଁଲା । ୨:୧–୩:୧୧
୩. ପାଉଲାର୍ ଜଜ୍ନା ଆର୍ ଜୁଆର୍ ଜାଣାଉତାର୍ । ୩:୧୨-୧୫
1
1 ମୁୟ୍ଁ ପାଉଲ୍ ଇସ୍ୱରାର୍ ଗଟ୍ ଗତିଦଃଙ୍ଗ୍ଳା ଆର୍ ଜିସୁକ୍ରିସ୍ଟର୍ ଗଟେକ୍ ପେରିତ୍, ତିତସ୍କେ ଚିଟି ଲେକୁଲେ । ମୁୟ୍ ଇସ୍ୱରାର୍ ବାଚ୍ଲା ଲକ୍ମଃନ୍କେ ବିସ୍ୱାସେ ଅଃଟୁଆ କଃରୁକେ ଆର୍ ଅଃମ୍ବର୍ ଜିବନ୍ ହାଉଁତା ଆସା ଉହ୍ରେ ସଃତ୍ 2 ଇସ୍ୱର୍ ବାଚ୍ଲାର୍ ଲକ୍ମଃନ୍ ସଃବୁ ଦିନାର୍ ଜିବନାର୍ ବଃର୍ସା ହାୟ୍, ଜଃନ୍କ୍ରି ବିସ୍ୱାସ୍ ଆର୍ ଇସ୍ୱର୍କେ ମାନ୍ତି କଃର୍ତା ସଃତ୍ ଗ୍ୟାନେ ବାଡ୍ତି, ଇତାର୍ ଗିନେ ମୁୟ୍ଁ ପେରିତ୍ ଅୟ୍ ଆଚି । 3 ସେ ଟିକ୍ ବେଳାୟ୍ ନିଜାର୍ କଃତା ପର୍ଚାର୍ କଃରାୟ୍ ଜାଣାୟ୍ଲା; ସେକଃତା ପର୍ଚାର୍ କଃର୍ତା ବଃଜ୍ ଅଃମାର୍ ମୁକ୍ଳାଉତା ଇସ୍ୱରାର୍ କୟ୍ଲା ହର୍କାରେ ମକେ ସଃହ୍ରି ଦିଆଅୟ୍ ଆଚେ ।
4 ✡ ୧:୪ ୨ କର ୮:୨୩; ଗାଲା ୨:୩; ୨ ତିମ ୪:୧୦.ତିତସ୍ ମର୍ ସଃମାନ୍ ବିସ୍ୱାସାର୍ ହଅ, ଉବା ଇସ୍ୱରାର୍ ଆର୍ ଉଦାର୍ କଃର୍ତା ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତା କ୍ରିସ୍ଟ ଜିସୁର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତର୍ ଉହ୍ରେ ଅଃଉଅ ।
କ୍ରିତିତଃୟ୍ ତିତସାର୍ ପର୍ଚାର୍
5 ନଃସେର୍ତା ହାୟ୍ଟିମଃନ୍ ସଃରାଉଁକେ, ଆର୍ ମୁୟ୍ଁ କୟ୍ଲା ହଃର୍କାରେ ସଃବୁ ଗଳେମଃନ୍ ମଣ୍ଡ୍ଳିର୍ ପାରାଚିନ୍ ମଃନ୍କେ ବାଚୁକେ ମୁୟ୍ଁ ତକ୍ କ୍ରିତିୟେ ଚାଡି ଆୟ୍ଲେ । 6 ✡ ୧:୬ ୧ ତିମ ୩:୨-୭.ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟ୍ ରିବାର୍ଆଚେ, ତାର୍ ହିଲାମଃନ୍ ମାପ୍ରୁର୍ ବିସ୍ୱାସି ଅୟ୍ ରିବାର୍ଆଚେ । ଆର୍ କଃରାବ୍ କାମେ ଲିନ୍ଦା ହାୟ୍ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟ୍ ନଃରେବାର୍ ଆଚେ, ତାକେ ବାଚା । 7 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟ୍ ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟ୍ ନଃରେବାର୍ ଆଚେ । 8 ନିକରି ବଃଲ୍ହାଉ ଲକ୍ସସି ଅୟ୍ରେବାର୍ ଆଚେ, ନିକ କଃତାକ୍ ଲାଡ୍କଃର୍ତା ଲକ୍, ନିକ ବୁଦିର୍ ଲକ୍, ନ୍ୟାୟ୍ ବଃଲ୍ହାଉତା ଲକ୍, ପବିତ୍ର ଆର୍ ମଃଦୁର୍ କଃତା ଅଃଉତା ଲକ୍ । 9 ଆରେକ୍ ଜଃନ୍କଃରି ସେ ଉହ୍କାର୍ ଅଃଉତା ସିକ୍ୟା ଦଃୟ୍ ବଃର୍ସା ଦେଉଁକ୍ ଆର୍ ବିରଦେ କଃଉତା ଲକ୍ମଃନ୍କେ ଉତୁର୍ ଦେଉଁକେ ହାର୍ତି, ଇତାର୍ ଗିନେ ହାୟ୍ରିଲା ସିକ୍ୟା ହଃର୍କାରେ ବିସ୍ୱାସ୍ ଜୟ୍ଗ୍ ମାପ୍ରୁର୍ କଃତାକ୍ ନିକକଃରି ଦଃରି ରେଉଅତ ।
10 ବଃଲେକ୍ ଗାଦେକ୍ ଅମାନ୍ୟା ଲକ୍, କଃରାବ୍ କଃତା କଃଉତା ଲକ୍ ଆର୍ ଟକ୍ତା ଲକ୍ ଆଚ୍ତି, ମୁଳ୍କଃରି କ୍ରିସ୍ଟାନ୍ ଅୟ୍ଲା ଜିଉଦି ଲକ୍ମଃନାର୍ ବିତ୍ରେ ଆଚ୍ତି । 11 ସେମଃନାର୍ ଟଣ୍ଡ୍ ମଦା କଃରାଉତା ଲଳା । ସେମଃନ୍ ଦଃନାର୍ ଗିନେ କଃରାବ୍ ସିକ୍ୟା ଦଃୟ୍ ଗଟେକ୍ ଗଟେକ୍ ଗଃର୍କୁଟୁମ୍କେ ହୁରାବାବେ ବିନ୍ ବାଟେ ନଃୟ୍ ଆଚ୍ତି । 12 ସେମଃନାର୍ ବିତ୍ରେ, ସେମଃନାର୍ ନିଜାର୍ ଜାତିର୍ ଗଟେକ୍ ବାବ୍ବାଦି କୟ୍ଆଚେ, କ୍ରିତିର୍ ଲକ୍ମଃନ୍ ସଃବୁବଃଳ୍ ମିଚ୍ କଃଉତି, ବିନ୍ଲକାର୍ ନଃସ୍ଟ୍କଃରୁ ଆର୍ ଅଃଳ୍ସିଆ କାଉରାମଃନ୍ । 13 ସେମଃନାର୍ ଇ ସାକି ସଃତ୍ । ଇତାକ୍ ସେମଃନ୍ ଜଃନ୍କଃରି ଜିଉଦିମଃନାର୍ ମଃନେ ହାଚ୍ଲା କଃତା ଆର୍ ସଃତ୍ କଃତାକ୍ ମୁଆଁସ୍ ନଃକେଲା ଲକ୍ମଃନ୍କେ 14 ସଃତ୍କେ ନଃମାତା ମାନାୟ୍ମଃନାର୍ ବିଦି ଆର୍ ଜିଉଦିମଃନାର୍ ମଃନେ ହାଚ୍ଲା ଲକ୍କଃତା ନଃମାନୁକେ ସେମଃନ୍କେ ସିକାଉଆ । 15 ନିର୍ମୁଳ୍ ଲକ୍ମଃନାର୍ ଗିନେ ସଃବୁହେଁ ନିର୍ମୁଳ୍, ମଃତର୍ ହାହେ ହଃଳ୍ଲା ଆର୍ ଅବିସ୍ୱାସିମଃନାର୍ ଗିନେ କାୟ୍ କଃତା ହେଁ ନିର୍ମୁଳ୍ ନାୟ୍, ମଃତର୍ ସେମଃନାର୍ ମଃନ୍ ଆର୍ ବାବ୍ନା ଇ ଜଳେକ୍ ହେଁ ବିଟାଳ୍ । 16 ସେମଃନ୍ ଇସ୍ୱର୍କେ ଜାଣିଆଚୁ ବଃଲି କଃଉତି, ମଃତର୍ ସେମଃନାର୍ କାମ୍ ତଃୟ୍ ମାନ୍ତି ନଃକେର୍ତି । ସେମଃନ୍ ମାନ୍ତି ହାଉତା ଜୟ୍ଗ୍ ନାୟ୍ ଆର୍ ଅମାନ୍ୟା, ଆରେକ୍ ସଃବୁ ସଃତ୍ କାମାର୍ ଜୟ୍ଗ୍ ନୟ୍ଲାର୍ ।