ଗାଲାତିୟ ମଣ୍ଡଳୀର ବିଶ୍ୱାସୀମାନଙ୍କୁ ପାଉଲଙ୍କ ପତ୍ର
ଗାଲାତିୟ ମଣ୍ଡଲିର୍ ଲକ୍ମନ୍କେ ପାଉଲ୍ ଚିଟି ଲେକ୍ଲାଟା
ଏ ବଇ ବିସଇ ପଦେକ୍ ଜାନ୍ବାଟା
ଗାଲାତିୟ ବଇ ପେରିତ୍ ପାଉଲ୍ ଲେକିଆଚେ । ୧:୧ ଏ ଚିଟି ଗାଲାତିଅ ମଣ୍ଡଲିର୍ ବିସ୍ବାସିମନ୍କେ ଲେକାଅଇରଇଲା । ଏଟା ଜିସୁକିରିସ୍ଟ ଜନମ୍ ଅଇକରି ୪୮-୫୭ ବିତ୍ରେ ଲେକିରଇଲା । ଗାଲାତିୟର୍ ଲକ୍ମନ୍ ରମ୍ ରାଇଜର୍ ଗାତିଆ ନାଉଁର୍ ଜାଗାଇ ବାସା ଅଇରଇଲାଇ । ପାଉଲ୍ ଏ ଚିଟି ଲେକ୍ଲା ବେଲେ କନ୍ତି ରଇଲା, ସେ ବିସଇ ପଣ୍ଡିତ୍ମନ୍ ନିକସଙ୍ଗ୍ ନାଜାନତ୍ । ମାତର୍ ଏପିସେ ନଇଲେ କରନ୍ତି ଏ ଦୁଇଟା ଜାଗାଇ ରଇସି କାଇକି ବଲି କଇବାଇ । ପାଉଲ୍ ଗାଲାତିୟ ମଣ୍ଡଲିତେଇ ରଇବା ଜିଉଦି ଆରି ଜିଉଦି ନ ଅଇଲା ବିସ୍ବାସିମନର୍ କୁଟୁମ୍, ଜାଗା ସବୁ ମିସାଇକରି ଚିଟି ଲେକିଆଚେ । ସେ ମିଚ୍ ସିକିଆ ବିରଦ୍ କର୍ବାପାଇ ଅଦିକ୍ ଦିଆନ୍ ସଙ୍ଗ୍ ଲେକିଆଚେ । ସେଟା ଜିଉଦିମନ୍କେ ପୁର୍ନା ନିୟମର୍ ତାକର୍ ରିତିନିତି ମାନି ଚଲ୍ବାକେ ଲେକାଅଇଆଚେ । ଦେକ୍ବାକେଗାଲେ ସୁନତ୍ ଅଇବା ବିଦି ବିସଇ ଅଦିକ୍ ଦିଆନ୍ ଦିଆଅଇଆଚେ । ବିସ୍ବାସିମନର୍ ବିତ୍ରେଅନି କେତେକ୍ ଲକ୍, ଜନ୍ ଲକ୍ମନ୍କେ କି ଜୁଡାଇମ୍ ବଲି କଇତେରଇଲାଇ । ସେମନ୍ ଜିଉଦି ନଇଲା ବିସ୍ବାସିମନ୍କେ ସୁନତ୍ ଅଇବା ରିତିନିତି ମାନ୍ବାକେ କଇତେରଇଲାଇ ।
ସେମନ୍ ପାଉଲ୍ କେନ୍ତି ପେରିତ୍ ଅଇବା ଅଦିକାର୍ ପାଇଲା, ସେ ବିସଇ ପାଚାର୍ତେରଇଲାଇ । ପାଉଲ୍ ସେମନ୍କେ କେତେଟା କାତାନି ସଙ୍ଗ୍ ମିସାଇକରି ସେ ପେରିତ୍ ଅଇଲା ଅଦିକାର୍ ବିସଇ ଜୁକ୍ତି କର୍ତେରଇଲା । ୧:୧–୨:୧୪ ଜିସୁକିରିସ୍ଟକେ ବିସ୍ବାସ୍ କଲେ ମୁକ୍ତି ପାଇବାର୍ ଅଇସି ବଲି ବୁଜାଇକରି ସୁବ୍କବର୍କେ ରକିଆକରିଆଚେ ୨:୧୬ । ଜନ୍ଟାକି ପର୍ମେସର୍ ଦୟାକଲେ ଅଇସି, ମୁନୁସ୍ କଲାଟା ନଏଁ ।
ଏ ବିତ୍ରେ ରଇବାଟା
୧. ପାଉଲ୍ ଜୁଆର୍ ଜାନାଇବାଟା । ୧:୧-୫
୨. ଆଗ୍ତୁ ପାଉଲର୍ ଜିବନ୍ କେନ୍ତାର୍ ରଇଲା, ତାର୍ ସିକିଆଦେବା ଅଦିକାର୍ ଆରି ରିତିନିତି ମାନ୍ବା ବିସଇ । ୧:୬–୨:୨୧
୩. ରିତିନିତି ମାନ୍ବାଟା ଆରି ପର୍ମେସରର୍ ଦୟାଟାନେ ଅନି ମୁକ୍ତି ପାଇବାଟା । ୩–୪
୪. ନିକ ବିସ୍ବାସି ଅଇକରି ଜିଉନା କାଉନା ବିସଇର୍ ସିକିଆ । ୫:୧–୬:୧୦
୫. ପାଉଲ୍ ଜୁଆର୍ ଜାନାଇବାଟା ଆରି ପର୍ମେସରର୍ ଟାନେ ରଇକରି ଜିବନ୍ ବାଦ୍ଲାଇବା ବିସଇ ଜାଗ୍ରତ୍ କରାଇଲାନି । ୬:୧୧-୧୮
୧
୧ ମୁଇ ପେରିତ୍ ସିସ୍ ପାଉଲ୍ । ପେରିତ୍ ସିସ୍ ଅଇବାକେ ମୁଇ ଲକ୍ମନର୍ଟାନେଅନି କି ଲକ୍ମନର୍ ମାଲାକାରିଆ ଇସାବେ ଡାକ୍ରା ପାଇନାଇ । ଏ ଡାକ୍ରା ମୁଇ ବାବା ପରମେସରର୍ ଆରି ଜିସୁ କିରିସ୍ଟର୍ ତେଇଅନି ପାଇଲିଆଚି । ପରମେସର୍ ତାକେ ମଲାଟାନେଅନି ଉଟାଇଆଚେ । ୨ ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
୩ ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
୪ ଏବେ ଏ ପାପ୍ ବର୍ତି ଅଇରଇବା ଜଗତେଅନି ଆମ୍କେ ଉଦାର୍ କର୍ବାକେ ଆମର୍ ବାବା ପରମେସର୍ ମନ୍ କଲାଟା, ମାନିକରି କିରିସ୍ଟ ଆମର୍ ପାପର୍ ପାଇ ନିଜ୍କେ ସର୍ପିଦେଲା । ୫ ପରମେସର୍ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ । ଆମେନ୍ !
ଗଟେକ୍ ସେ ସୁବ୍କବର୍
୬ କିରିସ୍ଟ ଜିବନ୍ ଦୁକାଇକରିସେ ତମ୍କେ ଡାକିରଇଲା । ମାତର୍ ତମେ ତାକେ ଏତେକ୍ ଦାପ୍ରେ ଚାଡିଦେଇକରି ଆରି ଗଟେକ୍ ବିନ୍ ସୁବ୍କବର୍ବାଟେ ମନ୍ ଦେଲାସ୍ନି । ତମର୍ ଏ ମନ୍ ବାଦ୍ଲାଇବାଟା ଦେକିକରି ଇତି ମୁଇ କାବା ଅଇଗାଲିନି । ୭ ଏ ସୁବ୍କବର୍ ଚାଡି ଆରି ଗଟେକ୍ ବିନ୍ ସୁବ୍କବର୍ ନାଇ । ମାତର୍ ମୁଇ ଏନ୍ତି କଇଲିନି, କାଇକେ ବଇଲେ କେତେଲକ୍ କିରିସ୍ଟର୍ ସୁବ୍କବର୍ ବିନ୍ ବିନ୍ ରକାମ୍ କରି, ତମ୍କେ କଚପଚ କର୍ବାକେ ଚେସ୍ଟା କଲାଇନି ବଲି ମୁଇ ସୁନ୍ଲିନି । ୮ ମାତର୍ ଆମେ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇ ରଇଲୁ, ଜଦି ସେଟାକେ ଚାଡି ବିନ୍ ଗଟେକ୍ ସୁବ୍କବର୍ ଆମେ ନିଜେ, ନଇଲେ ସରଗ୍ ଦୁତ୍ ମିସା ଜାନାଇସି ବଇଲେ, ସେ ଅବିସାପ୍ ପାଅ । ୯ ଏଟା ଆମେ ଆଗ୍ତୁ କଇରଇଲୁ ଆରି ମୁଇ ଏବେ ଆରି ତରେକ୍ କଇଲିନି, ତମେ ତମର୍ ଜିବନେ ଜନ୍ ସୁବ୍କବର୍ ମାନିରଇଲାସ୍, ସେଟା ଚାଡି ଆରି ଜଦି କେ, କାଇମିସା ବିନ୍ ସୁବ୍କବର୍ ଜାନାଇସି ବଇଲେ ସେ ଅବିସାପ୍ ପାଅ ।
୧୦ ଏଟା ସୁନି ତମେ ମନେ ମନେ କାଇଟା ବାବ୍ଲାସ୍ନି ? ମୁଇ ଲକ୍ମନର୍ ମାନ୍ବାଟା ପାଇବାକେ ଚେସ୍ଟା କଲିନି କି ? ନାଇ, କେବେ ନାଇ । ମୁଇ ପରମେସରର୍ ମାନ୍ବାଟାସେ ମନ୍ କଲିନି । ମୁଇ କାଇ ଡାକ୍ପୁଟା ଅଇବି ବଲି ମନ୍ କଲିନି କି ? ମୁଇ ଜଦି ଏବେ ଜାକ ଡାକ୍ପୁଟା ଅଇବାକେ ମନ୍ କର୍ତି ବଇଲେ, ଆଜି କିରିସ୍ଟର୍ ସେବାକାରିଆ ନ ଅଇତି ।
ପାଉଲ୍ କେନ୍ତାରି ପେରିତ୍ ସିସ୍ ଅଇଲା
୧୧ କାଇକେବଇଲେ, ଏ ବାଇବଇନିମନ୍ ମୁଇ ତମ୍କେ ଜନ୍ ସୁବ୍କବର୍ ଜାନାଇଲିନି, ସେଟା ମୁନୁସର୍ଟାନେଅନି ବାରଏ ନାଇ । ୧୨ ତେବେ ମୁଇ ସେଟା ମୁନୁସ୍ ମନର୍ ଟାନେଅନି ପାଇନାଇ, କି କେ ମକେ ସିକାଅତ୍ ନାଇ । ନିଜେ ଜିସୁ କିରିସ୍ଟ ସେଟା ମକେ ଜାନାଇଲା ଆଚେ ।
୧୩ ✡ ୧:୧୩ ପେରିତ୍ ୮:୩;୨୨:୪,୫;୨୬:୯-୧୧ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ । ୧୪ ✡ ୧:୧୪ ପେରିତ୍ ୨୨:୩ଜିଉଦି ଦରମ୍ ମାନ୍ବା ବେଲେ, ମୁଇ ଦାଙ୍ଗ୍ଡା ବଇସେ ଆମର୍ ଜିଉଦିମନର୍ ବିତ୍ରେ ସବୁକେ ଅନି ଆଗ୍ତୁ ରଇଲି ଆରି ଆମର୍ ଆନିଦାଦିମନ୍ ବିସ୍ବାସ୍ କରି ଆଇତେରଇବା ରିତିନିତି ବେସି ଡାଟ୍ ସଙ୍ଗ୍ ମାନ୍ତେରଇଲି ।
୧୫ ✡ ୧:୧୫ ପେରିତ୍ ୯:୩-୬;୨୨:୬-୧୦;୨୬:୧୩-୧୮ମାତର୍ ପରମେସର୍ ତାର୍ ଜିବନ୍ ଦୁକାଇ ମର୍ ମାଆର୍ ଗର୍ବେ ରଇଲା ବେଲେ, ମକେ ବାଚିରଇଲା ଆରି ତାର୍ ସେବା କର୍ବାକେ ଡାକ୍ଲା । ୧୬ ଆରି ଜେଡେବେଲେ ଜିଉଦି ନଇଲା ଲକ୍ମନର୍ ଟାନେ ସୁବ୍କବର୍ ଜାନାଇବାକେ ପର୍ମେସର୍ ମକେ ତାର୍ ପଅକେ ଦେକାଇଲା, । ଏ ବିସଇନେଇ ମୁଇ କାର୍ଲଗେ ଜିବି ଆରି ସେମନ୍ ମକେ ସିକାଇଦେଅତ୍ ବଲି ଚିନ୍ତାକରି ନାଇ । ୧୭ ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି । ୧୮ ✡ ୧:୧୮ ପେରିତ୍ ୯:୨୬-୩୦ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି । ୧୯ ମାତର୍ ମାପ୍ରୁର୍ ବାଇ ଜାକୁବ୍କେ ଚାଡ୍ଲେ ଆରି ମୁଇ କନ୍ ପେରିତ୍ ସିସ୍କେ ମିସା ବେଟ୍ ଅଇନାଇ ।
୨୦ ମୁଇ ଜେତ୍କି ବିସଇ ଲେକ୍ଲିନି, ସେଟା ସତ୍, ପରମେସର୍ ଜାନିଆଚେ ମୁଇ କାଇଟା ମିସା ମିଚ୍ କଇନାଇ !
୨୧ ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି । ୨୨ ସେବେଲା ଜିଉଦା ରାଇଜେ ରଇଲା କିରସ୍ଟକେ ବିସ୍ବାସ୍ କର୍ବା ମଣ୍ଡଲିର୍ ଲକ୍ମନ୍ ମକେ ନିକସଙ୍ଗ୍ ନାଜାନି ରଇଲାଇ । ୨୩ ବିନ୍ ଲକ୍ମନ୍ ମର୍ ବିସଇ ଜାଇଟା କଇରଇଲାଇ, ସେମନ୍ ସେତ୍କିସେ ଜାନିରଇଲାଇ । ବିନ୍ ଲକ୍ମନର୍ଟାନେଅନି ସେମନ୍ ସୁନିରଇଲାଇ କି, ଜନ୍ ଲକ୍ ଗଟେକ୍ ବେଲାଇ ଆମ୍କେ କସ୍ଟ ଦେଇତେ ରଇଲା, ଆମର୍ ଦରମ୍ କୁରୁପ୍ନାସ୍ କରିଦେବାକେ ଚେସ୍ଟା କର୍ତେ ରଇଲା, ଏବେ ସେ ଆକା ମାପ୍ରୁର୍ ସୁବ୍କବର୍ ଜାନାଇଲାନି ! ୨୪ ସେଟାର୍ ପାଇ ସେମନ୍ ମର୍ପାଇ ପରମେସରର୍ ଡାକ୍ପୁଟା କର୍ତେରଇଲାଇ ।